Skip to main content
Draghima Studio | ଦ୍ରାଘିମା  avatar

Draghima Studio | ଦ୍ରାଘିମା

@draghimastudio

1,109

Abonnenten

Advertisement
PostWhatsAppReddit
Advertisement

Aufrufe

30,273

Videos

28

API

1,100

2K

891
Advertisement

Live YouTube Abonnentenzähler

Loading Advanced Analytics...

Advertisement

Draghima Studio | ଦ୍ରାଘିମା

ଜଣେ କଳାକାର ପାଇଁ କଳା ତା'ର କଳାଠାକୁର ଏବଂ ଅଭିନୟ ତା' ପାଇଁ ନିର୍ମାଲ୍ୟ। ଓଡିଶା ର ସଂସ୍କୃତି ଏବଂ ପରଂପରା କଳା ଏବଂ କଳାକାର ଉଭୟ ର ସମ୍ମାନ କରେ। ଗ୍ରାମଂଚଳରୁ ସହରାଞ୍ଚଳ ତଥା ବାଳୁତରୁ ବାର୍ଧକ୍ୟ ଯାଏଁ ଓଡ଼ିଶା ର ଘରେ ଘରେ ଓଡିଆ ସିନେମା, ସିରିୟଲ୍, କାହାଣୀ, ଆଲବମ୍, କମେଡି, ଟେଲି ଫିଲିମ୍ ତଥା କ୍ଷୁଦ୍ର ଚଳଚିତ୍ରର ନିତିଦିନିଆ ମହତ୍ବ ରହିଛି। ବିଶେଷତଃ ଆଜି ଓଡ଼ିଶା ର ଘରେ ଘରେ ଟେଲିଭିଜନ ଆଉ ମୋବାଇଲ୍। ଅତଃ ଏତିକି କହିବା ଭୁଲ୍ ହବନି ଯେ ଆଜି ପ୍ରତ୍ଯେକ ଘରେ ଆଈ ମାଁ ଠାରୁ ନାତି ଟୋକା ପର୍ଯ୍ୟନ୍ତ ସମସ୍ତେ ୟୁଟ୍ୟୁବର ବ୍ଯବହାର ଜାଣିଲେନି। ଆମ ଚ୍ଯାନେଲ୍ "ଦ୍ରାଘିମା ପ୍ରଡକ୍ସନ" ଓଡ଼ିଶାର ଅଗଣିତ ସିନେମା ପ୍ରେମୀ ଏବଂ କଳାପ୍ରେମୀ ଦର୍ଶକ ମାନଂକୁ ଆପ୍ଯାୟିତ କରିବା ନିମନ୍ତେ ଏକ କ୍ଷୁଦ୍ର ପ୍ରୟାସ ମାତ୍ର। କିଛି ଗ୍ରାମଂଚଳୀୟ କଳାପିପାଷୁ ଏବଂ ଉତ୍ସାହୀ କଳାକାର ମାନଂକୁ ନେଇ ଆମ ଚ୍ଯାନେଲ୍ ଦ୍ବାରା ଆପଣମାନଙ୍କ ପୂର୍ଣ୍ଣ ମନୋରଞ୍ଜନ କରାଇବା ଆମର ମୂଖ୍ଯ ଉଦ୍ଦେଶ୍ଯ। ଏହି ଚ୍ଯାନେଲ୍ ମାଧ୍ୟମରେ ଆପଣମାନେ ଓଡ଼ିଆ କମେଡି, କ୍ଷୁଦ୍ର ଚଳଚିତ୍ର, ଆଲବମ୍, ଭୂତପ୍ରେତ ଭଳି ଭୟଙ୍କର କ୍ଷୁଦ୍ର ଚଳଚିତ୍ର ତଥା ସିରିୟଲ୍, ରୋମାଣ୍ଟିକ କ୍ଷୁଦ୍ର କାହାଣୀ, ଏଥି ସହିତ ଅନେକ ମନୋରଞ୍ଜନ ଭିଡିଓ ଦେଖିପାରିବେ।

ଏକ କ୍ଷୁଦ୍ର ଅନୁରୋଧ। ଦୟାକରି ଆମ ଚ୍ଯାନେଲ୍ କୁ ସବସ୍କ୍ରାଇବ କରନ୍ତୁ।

ଧନ୍ଯବାଦ।

Advertisement

Embed

Verfolgen Sie YouTube-Abonnenten in Echtzeit. Live-Statistiken, Aufrufe, Creator und Suche nach Benutzernamen.

Videos

Sir Ame Rank Hebu #comedy #odiacomedyshorts #funny #funnyshorts #funnycomedyshorts

Uploaded

416

Aufrufe

8

Likes

0

Comments

Advertisement

About RealtimeSubCount.com

Verfolgen Sie YouTube-Abonnenten in Echtzeit. Live-Statistiken, Aufrufe, Creator und Suche nach Benutzernamen.

FAQ